Why the Architecture of Konark Sun Temple is so Spellbinding?

Why the architecture of Konark Sun Temple is so spellbinding

Why the Architecture of Konark Sun Temple is so Spellbinding? ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି Author: Shree Kumar Aurojyoti ….. Let me explain this through a story. A very skilled sculptor had got an assignment to make a statue that would have been placed very high on a pillar. He began his job enthusiastically, with full sincerity. Days passed and the statue slowly began to take a form. And this was being observed by a curious onlooker who used to pass by that route everyday. He used to watch the sculptor…

Read More

Priyambada Art Gallery: Easy coconut tree drawing

ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ Smt Priyambada Priyadarshini

Priyambada Art Gallery: Easy coconut tree drawing ଲେଖିକା/ଉପସ୍ଥାପିକା : ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ Author/Presentator: Smt Priyambada Priyadarshini ….. ପଢନ୍ତୁ ଓ ଦେଖନ୍ତୁ ଲେଖିକା/ଉପସ୍ଥାପିକା : ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀଙ୍କ (Smt Priyambada Priyadarshini’s) ନିର୍ମିତ ଏହି ଶିକ୍ଷଣୀୟ ଭିଡିଓଟି । ଲେଖା ପଢି ଓ ଭିଡିଓ ଦେଖି ଉଭୟ ୱେବ୍‍ସାଇଟ୍‍ ଓ ଫେସ୍‍ବୁକ୍‍ ରେ ଲାଇକ ଓ ସେୟାର କରିବେ ବୋଲି ଅନୁରୋଧ ଓ ଆଶା । ନିଜର ସୁଚିନ୍ତିତ ମତାମତ ଦେଇ ସୁରଭି ପରିବାରକୁ ଉତ୍ସାହିତ କରନ୍ତୁ । Easy coconut tree drawing: ….. ….. ….. Smt Priyambada ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“, “Youtube:Priyambada Art Gallery“, “Website 2” Article Source Inspiration, Reference: Personal, News papers, Books…

Read More

ଶ୍ରୀଜଗନ୍ନାଥ ମହାପ୍ରଭୁ ‘କୁଣ୍ଢାକୁଣ୍ଢିର ଦିଅଁ

ବଣଭୋଜି ବେଶ

ଶ୍ରୀଜଗନ୍ନାଥ ମହାପ୍ରଭୁ ‘କୁଣ୍ଢାକୁଣ୍ଢିର ଦିଅଁ ଲେଖକ/ କବି: ଶ୍ରୀ ସନତ କୁମାର ଦାଶ Author/ Poet: Shree Sanatkumar Das ….. ଶ୍ରୀଜଗନ୍ନାଥ ମହାପ୍ରଭୁ ‘କୁଣ୍ଢାକୁଣ୍ଢିର ଦିଅଁ ‘ ? ଭକ୍ତକବିଙ୍କ ବ୍ୟାଜ ସ୍ତୁତି ଓ ଜନୈକ ଘୋଷକଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥକରଣ —————————————————————————– ରଥଯାତ୍ରାର ଧାରା ବିବରଣୀ ଦେଲା ବେଳେ ଗୁଡ଼ାଏ ଅଶାସ୍ତ୍ରୀୟ ଅମୂଳକ ଓ ଭିତ୍ତିହୀନ କଥା ଘୋଷକମାନେ ଉଚ୍ଚ ସ୍ବରରେ କହି ଯାଉଛନ୍ତି ଯାହା ସମଗ୍ର ବିଶ୍ବବାସୀ ଶୁଣୁଛନ୍ତି ; ଅନ୍ୟମାନେ ଓଡ଼ିଆ ନ ବୁଝିଲେ ମଧ୍ୟ ଅନ୍ତତଃ ବିଶ୍ବ ବ୍ଯାପି ରହିଥିବା ଓଡ଼ିଆମାନେ ତ ଶୁଣୁଛନ୍ତି ! କଥା ଛଳରେ ଭ୍ରାନ୍ତିର ବଣ୍ଟନ ଅନୁଚିତ । ଦୂରଦର୍ଶନ ଚ୍ଯାନେଲ ମାନଙ୍କର କର୍ତ୍ତୃପକ୍ଷ ଏ’ ଦିଗରେ ଯତ୍ନବାନ୍ ହେବେ ବୋଲି ଆଶା କରୁଛୁ । ଭକ୍ତକବିମାନେ ଯେତେବେଳେ ନିନ୍ଦା ଛଳରେ ମହାପ୍ରଭୁଙ୍କର ଗୁଣଗାନ କରନ୍ତି,…

ମୌଜବେଗ : ମଧୁକଙ୍କଣ ଗୌରାଙ୍ଗ

ମୌଜବେଗ- ମଧୁକଙ୍କଣ ଗୌରାଙ୍ଗ

ମୌଜବେଗ : ମଧୁକଙ୍କଣ ଗୌରାଙ୍ଗ ଲେଖକ/ କବି: ଶ୍ରୀ ସନତ କୁମାର ଦାଶ Author/ Poet: Shree Sanatkumar Das ….. ମୌଜବେଗ : ମଧୁକଙ୍କଣ ଗୌରାଙ୍ଗ ସନତ୍ କୁମାର ଦାସ ପ୍ରଭୁଟି ସରଳ ଯେଡ଼େ ସେଡ଼ିକି ସରଳ ଅବା ସେ ପଲ୍ଲୀର ଲୋକେ ବେଗି ମିଳିଯାଏ ସେଠି ତା’ ଅମୃତ ପ୍ରେମର ମଉଜ ସେଥିପାଇଁ ‘ମୌଜବେଗ’ ନାଆଁ ଲୋକ ମୁଖେ ! ବଳଙ୍ଗମା ଦେବ ନଦୀ ଭାର୍ଗବୀର ତଟେ ଶୁଦ୍ଧାହାରୀ ବଇଷ୍ଣବ ବସତିଟି ଖଟେ ମହାପ୍ରଭୁ ଅଙ୍ଗଲାଗି ବସ୍ତ୍ରର ବୟନେ ମଜ୍ଜି ଥାଏ ଦିବାନିଶି ହରିନାମ ଗାନେ ଅତଏବ ମଣିମାରେ କା’ର କେତେ ନିଷ୍ଠା ସାନ ବଡ଼ ଦୁଇ ମଠ ପରଖନ୍ତି ସବୁ ପରାକାଷ୍ଠା ସେ ମଧୁର ପ୍ରତିଯୋଗ ଗ୍ରାମବାସୀଙ୍କର ପ୍ରଚାଳିତ ନିମ୍ନ ପ୍ରାଣେ ପ୍ରଚୋଦିତ କରି ଅଜାଣତେ ବିଭୁ ଦିଗେ କରେ ଆଗୁସାର !…

Read More

ପ୍ରକୃତ ବନ୍ଧୁ

ପତିବ୍ରତା

ପ୍ରକୃତ ବନ୍ଧୁ [ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା)] ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Author/ Presentator: Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା) ✥━━━✥━━━✿━━━✥━━━✥ ପ୍ରକୃତ ବନ୍ଧୁ  ✥━━━✥✿✥━━━✥ ନିଶା ଗରଜୁଥାଏ। ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ। ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ବି ଭାସି ଆସୁଥାଏ। ଘଡ଼ଘଡ଼ି ଓ ଶ୍ୱାନ ଶ୍ୱାପଦଙ୍କ ରଡ଼ି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ। ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ। କିନ୍ତୁ ରାଜା ବିକ୍ରମାର୍କ ଟିକିଏ ହେଲେ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ…

Read More

କାକୁଡ଼ି କାବ୍ୟ

କାକୁଡ଼ି କାବ୍ୟ

କାକୁଡ଼ି କାବ୍ୟ [ଗପଟିଏ ଜହ୍ନମାମୁ ପୃଷ୍ଠାରୁ] ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Author/ Presentator: Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ  ✥━━━✥━━━✿━━━✥━━━✥ କାକୁଡ଼ି କାବ୍ୟ ✥━━━✥✿✥━━━✥ ଭୂଷଣ କାଶୀରେ ପାଠ ପଢୁଥିଲା। ପାଠପଢ଼ା ଶେଷ ହେବା ମାତ୍ରେ ତାକୁ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ରୂପେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ମିଳିଲା। କାରଣ ସେ ଯେପରି ମେଧାବୀ, ଠିକ୍ ସେହିପରି ବିନୟୀ ମଧ୍ୟ। କିନ୍ତୁ ଭୂଷଣ ନିଜ ଗାଁକୁ ଲେଉଟି ଆସିଲା। ତା’ର କାରଣ, ତା’ ବାପା ମାଆଙ୍କ ସ୍ୱାସ୍ଥ୍ୟ ମୋଟେ ଭଲ ରହୁ ନଥିଲା। ଗାଁକୁ ଆସି ସେ ଦିନଯାକ ବିଲବାଡ଼ିର କାମ ବୁଝା ସୁଝା କରେ। ତା’ପରେ ଘର କାମଦାମରେ ସେ ମାଆର ସହାୟତା କରେ। ସବା ଶେଷରେ, ରାତିରେ ଖିଆପିଆ ପରେ କିମ୍ବା ଖୁବ୍…

Read More

ଧୋତି ଗାମୁଛା (ଭାଗ ୨)

ଧୋତି ଗାମୁଛା

ଧୋତି ଗାମୁଛା (ଭାଗ ୨) ଲେଖକ/କବି: ଶ୍ରୀ ଧୀରେନ୍ କୁମାର ବେହେରା Author/ Poet: Shree Dhiren Kumar Behera ….. ପାଚେରୀ ପାଖରେ ଗଛରେ ଚଢ଼େଇ ଉଆସକୁ ତାଙ୍କ ଲୁଚେଇ ନେଲେ । ହାତ ମୁଁହ ଦେହ ଧୋଇ ଦେଲେ ମୋର ନିଜ ଜରି ଲୁଗା ପିନ୍ଧେଇ ଦେଲେ ।୧୧। ତାଙ୍କଠୁ ସୁନ୍ଦର ଭାରି ମନୋହର ଚମକ ଚେହେରା ଯୁବକ ପରି  । ଏତେ ଦିନ ପରେ ଦର୍ପଣ ଆଗରେ ନିଜକୁ ଦେଖି ମୁଁ ଗଲି ଯେ ଡରି ।୧୨।   ଏମନ୍ତ ରୁପକୁ ମୋ ସୁଶୀଳା ଦେଖି ଉହାଡେ ନିଶ୍ଚୟ ମାରିବ ଆଖି  । ପିଲାମାନଙ୍କର ଶୁଖିଲା ବଦନ ମନେ ପଡ଼ି ମୁହଁ ଗଲା ମୋ ଶୁଖି ।୧୩। ସତ୍ୟଭାମା ଆସି କହିଗଲେ ହସି ରସିକ ଶେଖର ସଅଳ ଆସ  । ଧୋତି ପିନ୍ଧେଇଲେ…

Read More

Priyambada Art Gallery: Easy coconut tree drawing

ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ Smt Priyambada Priyadarshini

Priyambada Art Gallery: Easy coconut tree drawing ଲେଖିକା/ଉପସ୍ଥାପିକା : ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ Author/Presentator: Smt Priyambada Priyadarshini ….. ପଢନ୍ତୁ ଓ ଦେଖନ୍ତୁ ଲେଖିକା/ଉପସ୍ଥାପିକା : ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀଙ୍କ (Smt Priyambada Priyadarshini’s) ନିର୍ମିତ ଏହି ଶିକ୍ଷଣୀୟ ଭିଡିଓଟି । ଲେଖା ପଢି ଓ ଭିଡିଓ ଦେଖି ଉଭୟ ୱେବ୍‍ସାଇଟ୍‍ ଓ ଫେସ୍‍ବୁକ୍‍ ରେ ଲାଇକ ଓ ସେୟାର କରିବେ ବୋଲି ଅନୁରୋଧ ଓ ଆଶା । ନିଜର ସୁଚିନ୍ତିତ ମତାମତ ଦେଇ ସୁରଭି ପରିବାରକୁ ଉତ୍ସାହିତ କରନ୍ତୁ । Easy coconut tree drawing: ….. ….. ….. Smt Priyambada ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“, “Youtube:Priyambada Art Gallery“, “Website 2” Article Source Inspiration, Reference: Personal, News papers, Books…

Read More

ଜୀବନସାଥୀ (ଭାଗ ୪୮)

ଜୀବନସାଥୀ (ଭାଗ ୪୮) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Author: Smt Mamata Mohanty (Samantaray) ….. ସମସ୍ତେ ମନଖୁସିରେ ଏକାଠି ଖାଇବାବେଳେ ଅଙ୍କିତ ହୃଷୀକେଶଙ୍କୁ କହିଲା, ବାବା, କାଲି ଆମେ ବେଳାବେଳି ଘରୁ ବାହାରିଯାଇ, ବାହାରେ ବ୍ରେକଫାଷ୍ଟ କଲେ ଭଲ ହେବନି ? ହୃଷୀକେଶ ଓ ସୁଧାକର ଏକା ସାଙ୍ଗରେ କହିଲେ, ବହୁତ ଭଲହେବ |  ହୃଷୀକେଶ ନନ୍ଦିନୀ ଓ ସମରଙ୍କୁ କହିଲେ, ତମେମାନେ ବି ଆମ ସାଙ୍ଗରେ ଚାଲ, ବାହାଘର ଆଉ ଅଳ୍ପଦିନ ରହିଲା, ଆମକୁ ସପିଙ୍ଗ ରେ ସାହାଯ୍ୟ କରିବ |  ସମର କୁଣ୍ଠିତ ସ୍ୱରରେ କହିଲା, ଅତି ବେଶି ହେଲେ, ଦୁଇଦିନ ପାଇଁ ମୁଁ ଯାଇପାରେ, ତାଠାରୁ ଅଧିକ ଦିନ ରହି ପାରିବିନି |  କାଲି କିନ୍ତୁ ମୁଁ ଆପଣମାନଙ୍କ ସାଙ୍ଗେ ଯାଇ ପାରିବିନି, ମତେ ଅଫିସ ଯାଇ ଛୁଟି…

Read More