ସପ୍ତମ ଶ୍ରେଣୀ, ସାଧାରଣ ବିଜ୍ଞାନ, ପ୍ରସଙ୍ଗ: ପୋଷଣ (୩)
Section 1: Introduction
Article Name Plate
-
- Board: Odisha HSC Board (B.S.E. Odisha)
- Main Language: ଓଡିଆ Odia
- Class: ସପ୍ତମ ଶ୍ରେଣୀ Seventh Class
- Subject: ଜୀବବିଜ୍ଞାନ Life Science
- Book: ସରକରୀ ବହି Govt Text Book
- Chapter: Ch-1, ପୋଷଣ Nutrition
- Article: Article : ପୋଷଣ Nutrition
- Long Code: [Science, Class 7, Ch 01-Nutrition(ପୋଷଣ ) Article 1:-ପୋଷଣ Nutrition]
- Short Code: P10-CL7-GS-D3
Section 2: Study Material ପଠନ ସାମଗ୍ରୀ
- Instruction to proceed (for Section 2) :
- ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ଦିଆ ଯାଇଥିବା ସମସ୍ତ ବିଷୟ ଭଲଭାବରେ ପ୍ରଥମେ ନିଜେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
- ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
- ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
- Live Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାରି ନିଜ ସନ୍ଦେହ ଦୂର କରିବେ ।
ଶିକ୍ଷା ସଂଯୋଗ
ଶିକ୍ଷଣ ଫର୍ଦ୍ଦ: ୩
ଦଶମ ପର୍ଯ୍ୟାୟ : (୨୯-୦୬-୨୦୨୦ ଠାରୁ ୫-୭-୨୦୨୦)
ସପ୍ତମ ଶ୍ରେଣୀ, ସାଧାରଣ ବିଜ୍ଞାନ, ପ୍ରସଙ୍ଗ: ପୋଷଣ (୩)
- ଖାଦ୍ୟ ପାଇଁ ଉଦ୍ଭିଦ ଉପରେ ନିର୍ଭରଶୀଳ :
- ଆମେ ଖାଦ୍ୟ ପାଇଁ ଉଦ୍ଭିଦ ଓ କେତେକ ପ୍ରାଣୀଙ୍କ ଉପରେ ନିର୍ଭର କରୁ । ଭାତ, ଡାଲି, ରୁଟି, ଫଳ ଓ ପନିପରିବା ଆଦି ଖାଦ୍ୟ ପାଇଁ ଉଦ୍ଭିଦ ଉପରେ ନିର୍ଭର କରୁ । ମାଛ, ମାଂସ, ଅଣ୍ଡା ଓ କ୍ଷୀର ପାଇଁ ଆମେ ପ୍ରାଣୀ ଉପରେ ନିର୍ଭର କରୁ ।
- ସବୁଜ ଉଦ୍ଭିଦ ଖାଦ୍ୟ ପାଇଁ କାହା ଉପରେ ନିର୍ଭର କରେ ନାହିଁ ।
- ସବୁଜ ଉଦ୍ଭିଦ ତାର ପତ୍ରରେ ଥିବା ହରିତକଣା ବା ସବୁଜକଣା ଦ୍ୱାରା ନିଜପାଇଁ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ ।
- ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ନିଏ । ଚେର ଦ୍ୱାରା ମାଟିରୁ ଧାତବଲବଣ ଓ ଜଳ ସଂଗ୍ରହ କରେ । ସୌରଶକ୍ତି ସାହାଯ୍ୟରେ ହରିତକଣାରେ ଅଙ୍ଗାରକାମ୍ଳ ଓ ଜଳକୁ ସଂଯୋଗ କରି ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ ।
- ଏହି ଶ୍ୱେତସାର ଖାଦ୍ୟକୁ ଉଦ୍ଭିଦ ନିଜ ଶରୀର ବୃଦ୍ଧି ଓ ବିକାଶରେ ନିୟୋଜିତ କରେ ।
- ତୃଣଭୋଜୀ ପ୍ରାଣୀମାନେ ସିଧାସଳଖ ବା ପ୍ରତ୍ୟେକ୍ଷ ଭବେ ଉଦ୍ଭିଦକୁ ବା ଉଦ୍ଭିଦଜାତ ପଦାର୍ଥକୁ ଖାଇଥାଆନ୍ତି ।
- ମାତ୍ର ମାଂସାହାରୀ ଓ ସର୍ବାହାରୀ ପ୍ରାଣୀମାନେ ପରୋକ୍ଷଭାବେ ଖାଦ୍ୟ ପାଇଁ ଉଦ୍ଭିଦ ଉପରେ ନିର୍ଭର କରନ୍ତି ।
- ଅର୍ଥାତ : (୧) ଘାସକୁ ଖାଏ ଗାଈ è ଗାଈ କ୍ଷୀର ଦିଏ è କ୍ଷୀର ଆମର ଖାଦ୍ୟ ।
- ଅର୍ଥାତ : (୨) ଘାସ ବା ଡାଳପତ୍ରକୁ ଖାଏ ଛେଳି è ଛେଳିଠାରୁ ମିଳେ ମାଂସ è ମାଂସ ଆମର ଖାଦ୍ୟ ।
- ତେଣୁ ଯେଉଁ ପ୍ରାଣୀମାନଙ୍କଠୁ ଆମେ ଖାଦ୍ୟ ପାଉ, ସେମାନେ ସବୁଜ ଉଦ୍ଭିଦକୁ ବା ଉଦ୍ଭିଦ ଜାତ ପଦାର୍ଥକୁ ଖାଆନ୍ତି ।
ତେଣୁ ସମସ୍ତ ପ୍ରାଣୀ ଯଥା ତୃଣଭୋଜୀ, ମାଂସାହାରୀ ଓ ସର୍ବାହାରୀ ପ୍ରତ୍ୟେକ୍ଷରେ ବା ପରୋକ୍ଷରେ ଖାଦ୍ୟ ପାଇଁ ସବୁଜ ଉଦ୍ଭିଦ ଉପରେ ନିର୍ଭର କରନ୍ତି ।
Section 3: Virtual Live Class
Introduction (For Section 3):
Traditional Class where teachers & Students are present to do normal class. No other Alternate Class or Virtual Class or Online Class or Anything Else can replace Traditional Normal Class. But in War like Situation or in any Epidemic or Pandemic or Corona Crisis There should be a provision of Virtual Class for Alternate Solution We have two Type of Students (i) Students have Internet Facility, (ii) Students have No Internet Facility. Let us see what is for whom.
There are three approach for Online Virtual Class (Students have Internet Facility) (i) By Video Conference (Facilities are: Audio, Video, Chatting, Screen Sharing all are in Real Time) (ii) By Webinar Meeting (Facilities are: Can available in Real Time Mode and Scheduled Time Mode Also) (iii) By Online White Board (Facilities are: No Audio, Video. But Simulate Class Room Black Board in Real Time)
There are three approach for Offline Virtual Class (Students have No Internet Facility) (i) Printed Study Material, Recorded Study Material(CD, DVD) (ii) Education-Self-Help-Group (Group of Students, Teachers & Parents for Education & Skill) (iii) Radio, TV
Section 3a: Virtual Live Class
(For Students having Internet Facility)
- Instruction 1 (For Section 3a):
- ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ପୁର୍ବରୁ ନିମ୍ନଲିଖିତ କାମ ସାରି ଦିଅନ୍ତୁ।
(୧) Self Study ପାଇଁ ଦିଆଯାଇଥିବା Study Material ସମ୍ପୂର୍ଣ୍ଣ ରୂପେ ଯେତିକି ପାରିବେ ସେତିକି ବୁଝନ୍ତୁ । ନ ବୁଝିବା କଥା ଚିହ୍ନିତ କରି ରଖନ୍ତୁ ଓ ନିଜ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ପଠାନ୍ତୁ ।
(୨) ଶିକ୍ଷକ/ଶିକ୍ଷୟତ୍ରୀମାନେ ସମସ୍ତ ଛାତ୍ର/ଛାତ୍ରୀଙ୍କ ଠାରୁ ପାଇଥିବା ଓ ନ ପାଇଥିବା ଉଭୟ ପ୍ରତିକ୍ରିୟାକୁ ଧ୍ୟାନରେ ରଖି “Live Class” ପାଇଁ ପ୍ରସ୍ତୁତ ହୁଅନ୍ତୁ । ମନେ ରଖନ୍ତୁ ଛାତ୍ର/ଛାତ୍ରୀମାନେ ନ ବୁଝିଲେ ମଧ୍ୟ ସେକଥା ଆପଣ ମାନଙ୍କୁ ନ ଜଣେଇ ପାରନ୍ତି। ମୁଖ୍ୟ କଥା ହେଲା ଆପଣମାନେ ସବୁ କଥାକୁ ପ୍ରସ୍ତୁତ ହେବେ କିନ୍ତୁ ଛାତ୍ର/ଛାତ୍ରୀଙ୍କ ଠାରୁ ପାଇଥିବା “Self Study”ର ପ୍ରତିକ୍ରିୟା ଉପରେ ଅଧିକ ଧ୍ୟାନ ଦେବେ
(୩) Video Conference, Webinar, White Board, Whatsapp ETC ର ସୁବିଧା ନେବା ପାଇଁ ନିଜର ଅଲଗା Email ID ଓ Password କରିବାକୁ ପଡିବ। କେବଳ Gmail.com ରେ ହିଁ Email ID କରନ୍ତୁ । ଅଲଗା ସୁରକ୍ଷିତ ଜାଗରେ ଏହାକୁ ଲେଖିକି ରଖନ୍ତୁ ।
- ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ପୁର୍ବରୁ ନିମ୍ନଲିଖିତ କାମ ସାରି ଦିଅନ୍ତୁ।
- Instruction 2 (For Section 3a):
-
- ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ସମୟରେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ।
(୧) ନିଜ ନିଜ କମ୍ପ୍ୟୁଟର/ ଲାପଟପ/ ମୋବାଇଲ ଏକ ଫୁଟ ଦୂରରେ ରଖି ପାଠ ପଢନ୍ତୁ ।
(୨) କମ୍ପ୍ୟୁଟର/ ଲାପଟପ/ ମୋବାଇଲ ରେ ଆଖିକୁ ରକ୍ଷା କରିବା ପାଇଁ ଉପକରଣ ଲଗାନ୍ତୁ ।
(୩) ୱାଇର-ଲେସ ହେଡ ଫୋନ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ମୋବାଇଲ ବ୍ୟବହାର କରୁଥିଲେ ଚାର୍ଜ ଅଛି କି ନାହିଁ ଲକ୍ଷ୍ୟ ରଖନ୍ତୁ ।
(୪) ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଠାରୁ ପାଇଥିବା ସବୁ କିଛି ଫୋଟ ଓ ଫାଇଲ ଡାଉନଲୋଡ କରି ପେନ ଡ୍ରାଇଭରେ ଅଲଗା ଅଲଗା ଫୋଲଡେରରେ (କିପରି କରିବ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାର) ସାଇତି କରି ରଖ ।
(୫) ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ ସେମାନେ ନିଜର ପ୍ରଶ୍ନ ବା ଡାଉଟ, ଉତ୍ତର ଖାତା, ହୋମୱାର୍କ ଇତ୍ୟାଦି ଠିକ ସମୟରେ ନିଜ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାଅ।
(୬) “Live Class” ସମୟରେ ପାଠ ବିଷୟ ବସ୍ତୁ ଛଡା ଅନ୍ୟ ବିଷୟ ଆଲୋଚନା କେହି କରନ୍ତୁ ନାହିଁ ।
(୭) “Live Class” ସମୟରେ କେହି ଛାତ୍ର/ଛାତ୍ରୀ ଯଦି କୌଣସି ସମସ୍ୟାର ସମ୍ମୁଖିନ ହୁଅନ୍ତି ତେବେ ନିଜ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ତାହା ଜଣାଇବେ ।
- ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ସମୟରେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ।
- Instruction 3 (For Section 3a):
- ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ “Live Class” କରିବା ସମୟରେ ଏଠି ଆଲୋଚିତ ସମସ୍ତ ବିଷୟ ଭଲଭାବରେ ପ୍ରଥମେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
-
- ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
- ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
- ପୁଣିଥରେ Live Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପୁଣିଥରେ ପଚାରି ନିଜ ସନ୍ଦେହ ଦୂର କରିବେ ।
- ଯେଉଁ ପର୍ଯ୍ୟନ୍ତ ପୁରା ବିଷୟ ବସ୍ତୁ ନିଜ ଆୟତ୍ତକୁ ନ ଆସିଛି, ସେ ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତୁ ନାହିଁ ।
USE ANY ONE OF THE FOLLOWING TOOL FOR "VIDEO CONFERENCE BASED ONLINE VIRTUAL LIVE CLASS or CONFERENCE or SEMINAR or MEETING" AS PAR YOUR CONVENIENCE.
Video Conference Applications | How to use it | Note |
Google Meet | How to use Google Meet | |
Jio Meet | How to use Jio Meet | |
Jitsi Meet 1 Jitsi Meet 2 | How to use Jitsi Meet | |
Cisco WebEx | How to use Cisco WebEx |
Webinar Applications | How to use it | Note |
Webinar Press | How to use Webinar Press |
Online White Board | How to use it | Note |
Google Jamboard | How to use Google Jamboard | Note |
-
- Use of Whatsapp
Host (eg. Teachers) and Participants (eg. Students) can use available Whatsapp Number
(- - - - - - - - - -) to communicate each other and to sharing files, notes, images regarding online class subject. This is for Communication.
Section 3b: Virtual Live Class
(For Students having No Internet Facility)
Approach | How to do it | |
Printout, CD, DVD | How to do it | |
Education-Self-Help Group | How to do it | |
Radio, TV | How to do it | |
Other | How to do it |
Section 4: Skill Development
- Instruction 1 (For Section 4) :
- ଏଠି ଦିଆ ଯାଇଥିବା ବିଷୟ ବସ୍ତୁ ଛାତ୍ରଛାତ୍ରୀମାନଙ୍କ ବିଦ୍ୟା, ବୁଦ୍ଧି ଓ ଜ୍ଞାନକୁ ଅଧିକ ଶାଣିତ କରିବ । ସେଥିପାଇଁ ଏହିସବୁ ବିଷୟ ବସ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।
- ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ଦିଆ ଯାଇଥିବା ସମସ୍ତ ବିଷୟ ଭଲଭାବରେ ପ୍ରଥମେ ନିଜେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
- ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
- ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
- Virtual Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାରି ନିଜ ସନ୍ଦେହ ଦୂର କରିବେ ।
Section 5: Test, Exam & Certificate
- Instruction 1 (For Section 5):
- ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ବିଭିନ୍ନ ପ୍ରକାରର ପରୀକ୍ଷାରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ କରନ୍ତୁ ।
- ବିନା ସ୍ୱଚ୍ଛତାରେ ବିନା ସାଧୁତାରେ କେହି କେବେ ପ୍ରକୃତ ସଫଳତା ପାଇନାହିଁ ।
- ପରୀକ୍ଷାର ଉଦ୍ଧେଶ୍ୟ ହେଲା ତମେ ଜାଣ ତମ ଚେଷ୍ଟାରେ ତମେ କେତେ ସଫଳ ହୋଇ ପାରିଛ ।
- ଏଠି ପରିକ୍ଷାର ଫଳାଫଳ ଯାହ ହେଉନା କାହିଁକି ପ୍ରକୃତ ଜୀବନରେ ସମ୍ମୁଖିନ ହେଉଥିବା ପରୀକ୍ଷା ହେଉଛି ପ୍ରକୃତ ପରୀକ୍ଷା ।
- ସେଥିପାଇଁ ଯେ ଯେଉଁ ପର୍ଯ୍ୟନ୍ତ ପୁରା ବିଷୟ ବସ୍ତୁ ନିଜ ଆୟତ୍ତକୁ ନ ଆସିଛି, ସେ ପର୍ଯ୍ୟନ୍ତ ବିଶ୍ରାମ ନିଅ ନାହିଁ । ବାରମ୍ବାର ପଢ ବାରମ୍ବାର ପରୀକ୍ଷା ଦିଅ । ପ୍ରକୃତ ପରୀକ୍ଷା ପୁର୍ବରୁ ଏଠି Mock-Test ର ବହୁତ ସୁବିଧା ଅଛି ।ସେ ସବୁର ସୁଯୋଗ ନିଅ ।
- କିନ୍ତୁ ନିଜକୁ କେବେ ଠକ ନାହିଁ । ନହେଲେ ଜୀବନ ତମକୁ ଠକି ଦେବ ।
-
After completion of Quiz, Test, Exam send screen shot of the result to your teacher through Whatsapp.
ଶିକ୍ଷା ସଂଯୋଗ
କାର୍ଯ୍ୟ ଫର୍ଦ୍ଦ: ୩
ଦଶମ ପର୍ଯ୍ୟାୟ : (୨୯-୦୬-୨୦୨୦ ଠାରୁ ୫-୭-୨୦୨୦)
ସପ୍ତମ ଶ୍ରେଣୀ, ସାଧାରଣ ବିଜ୍ଞାନ, ପ୍ରସଙ୍ଗ: ପୋଷଣ (୩)
୧. ନିମ୍ନଲିଖିତ ଖାଦ୍ୟଗୁଡିକ କେଉଁଠାରୁ ପାଇଥାଉ , ତାହାକୁ ଉପଯୁକ୍ତ ଘରେ ଲେଖ ।
(୧ X ୬)
(କ) ମାଛ (ଖ) ଡାଲି (ଗ) ରୁଟି (ଘ) ଅଣ୍ଡା (ଙ) ଭାତ (ଚ) କ୍ଷୀର
ପ୍ରାଣୀଠାରୁ | ଉଦ୍ଭିଦଠାରୁ |
୨. ବନ୍ଧନୀ ମଧ୍ୟରୁ ସଠିକ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(୧ X ୪)
କ. ଖାଦ୍ୟ ପ୍ରସ୍ତୁତି ସମୟରେ ସବୁଜ ଉଦ୍ଭିଦ …………… ଶକ୍ତିକୁ ଉପଯୋଗ କରେ ।
(ସୌରଶକ୍ତି, ପବନଶକ୍ତି )
ଖ. ହରିତକଣା ଗଛର …………… ଅଂଶରେ ଥାଏ ।
(ଫୁଲ, ପତ୍ର )
ଗ. ଖାଦ୍ୟ ପ୍ରସ୍ତୁତି ସମୟରେ ସବୁଜ ଉଦ୍ଭିଦ ବାୟୁମଣ୍ଡଳରୁ …………… ଗ୍ୟାସ ଗ୍ରହଣ କରେ ।
(ଅମ୍ଳଜାନ, ଅଙ୍ଗାରକାମ୍ଳ)
ଘ. ସବୁଜ ଉଦ୍ଭିଦ …………… ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ ।
(ଶର୍କରା, ପ୍ରୋଟିନ)
୩. ଠିକ ଉତ୍ତର ପାଖରେ ଠିକ (ü) ଚିହ୍ନ ଓ ଭୁଲ ଉତ୍ତର ପାଖରେ ଭୁଲ (û) ଚିହ୍ନ ଦିଅ ।
(୧ X ୫)
(କ) ସବୁଜ ଉଦ୍ଭିଦ ନିଜେ ଖାଦ୍ୟ ପ୍ରସ୍ତୁତ କରେ।
(ଖ) ବାଘ ଖାଦ୍ୟ ପାଇଁ କାହା ଉପର ନିର୍ଭର କରେ ନାହିଁ ।
(ଗ) ମାଂସାହାରୀ ପ୍ରାଣୀ ପ୍ରତ୍ୟେକ୍ଷରେ ଖାଦ୍ୟ ପାଇଁ ଉଦ୍ଭିଦ ଉପରେ ନିର୍ଭର କରନ୍ତି । (ଘ) ସମସ୍ତ ପ୍ରାଣୀ ଖାଦ୍ୟ ପାଇଁ ସବୁଜ ଉଦ୍ଭିଦ ଉପରେ ନିର୍ଭର କରନ୍ତି ।
(ଙ) ସବୁଜ ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ପାଇଁ ଜଳ ଆବଶ୍ୟକ କରେ ନାହିଁ ।
ଶିକ୍ଷା ସଂଯୋଗ
ଉତ୍ତର ଫର୍ଦ୍ଦ: ୩
ଦଶମ ପର୍ଯ୍ୟାୟ : (୨୯-୦୬-୨୦୨୦ ଠାରୁ ୫-୭-୨୦୨୦)
ସପ୍ତମ ଶ୍ରେଣୀ, ସାଧାରଣ ବିଜ୍ଞାନ, ପ୍ରସଙ୍ଗ: ପୋଷଣ (୩)
*****
Show Answer Block
ପ୍ରଶ୍ନ ୧. ନିମ୍ନଲିଖିତ ଖାଦ୍ୟଗୁଡିକ କେଉଁଠାରୁ ପାଇଥାଉ , ତାହାକୁ ଉପଯୁକ୍ତ ଘରେ ଲେଖ ।
(୧ X ୬)
ଉତ୍ତର:
ପ୍ରାଣୀଠାରୁ | ଉଦ୍ଭିଦଠାରୁ |
(କ) ମାଛ | (ଖ) ଡାଲି |
(ଘ) ଅଣ୍ଡା | (ଗ) ରୁଟି |
(ଚ) କ୍ଷୀର | (ଙ) ଭାତ |
୨. ବନ୍ଧନୀ ମଧ୍ୟରୁ ସଠିକ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(୧ X ୪)
ଉତ୍ତର:
କ. ସୌରଶକ୍ତି
ଖ. ପତ୍ର
ଗ. ଅଙ୍ଗାରକାମ୍ଳ
ଘ. ଶର୍କରା
୩. ଠିକ ଉତ୍ତର ପାଖରେ ଠିକ (ü) ଚିହ୍ନ ଓ ଭୁଲ ଉତ୍ତର ପାଖରେ ଭୁଲ (û) ଚିହ୍ନ ଦିଅ ।
(୧ X ୫)
ଉତ୍ତର:
(କ) ü (ଠିକ)
(ଖ) û (ଭୁଲ)
(ଗ) û (ଭୁଲ)
(ଘ) ü (ଠିକ)
(ଙ) û (ଭୁଲ)
….
*****
ସପ୍ତମ ଶ୍ରେଣୀ, ସାଧାରଣ ବିଜ୍ଞାନ, ପ୍ରସଙ୍ଗ: ପୋଷଣ (୩)
...
Click "How to use it" or "Guideline" Tag to Get all "How to ......" Articles.
Thank you for being with us.
..