ଶିକ୍ଷା ସଂଯୋଗ, ରବିବାର କାର୍ଯ୍ୟକ୍ରମ : ଖେଳ ଓ ଖେଳାଳୀ

ଶିକ୍ଷା ସଂଯୋଗ

ରବିବାର କାର୍ଯ୍ୟକ୍ରମ (୨-ଅଗଷ୍ଟ-୨୦୨୦)

ଖେଳ ଓ ଖେଳାଳୀ

 

Section 1: Introduction

Article Name Plate

    • ଶିକ୍ଷା ସଂଯୋଗ
    • ଖୋର୍ଦ୍ଧା ଜିଲ୍ଲା
    • ରବିବାର କାର୍ଯ୍ୟକ୍ରମ (୨-୮-୨୦୨୦) (ସମୟ: ଏକ ଘଣ୍ଟା)
    • ଶ୍ରେଣୀ- ଦ୍ୱିତୀୟ ଠାରୁ ଦଶମ,   କାର୍ଯ୍ୟକ୍ରମର ନାମ – ଖେଳ ଖେଳାଳୀ

Section 2: Instruction Set ସୂଚନା ଓ ଅନୁଧ୍ୟାନ ସାମଗ୍ରୀ

  • Instruction to proceed (for Section 2) : 
    • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ଦିଆ ଯାଇଥିବା ସମସ୍ତ ବିଷୟ ଭଲଭାବରେ ପ୍ରଥମେ ନିଜେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
    • ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
    • ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
    • Live Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାରି ନିଜ ସନ୍ଦେହ ଦୂର କରିବେ । 

ଶିକ୍ଷା ସଂଯୋଗ

ଖୋର୍ଦ୍ଧା ଜିଲ୍ଲା

ରବିବାର କାର୍ଯ୍ୟକ୍ରମ (୨-୮-୨୦୨୦) (ସମୟ: ଏକ ଘଣ୍ଟା)

ଶ୍ରେଣୀ- ଦ୍ୱିତୀୟ ଠାରୁ ଦଶମ,   କାର୍ଯ୍ୟକ୍ରମର ନାମ – ଖେଳ ଖେଳାଳୀ


ପିଲାମାନେ, ଆଜି ରବିବାର ।

“ଶିକ୍ଷା ସଂଯୋଗ” ମାଧ୍ୟମରେ ଆଜି ତୁମ୍ଭମାନଙ୍କ ପାଇଁ ରହିଛି

ଅନ୍ୟ ଏକ ସୁନ୍ଦର କାର୍ଯ୍ୟକ୍ରମ ।   

କାର୍ଯ୍ୟକ୍ରମର ନାମ: ଖେଳ ଖେଳାଳୀ 

ଦତ୍ତକାର୍ଯ୍ୟ:

ତୁମ୍ଭେମାନେ ନିଜ ଘରେ ବା ଅଗଣାରେ ନିଜର ପରିବାର ସଦସ୍ୟମାନଙ୍କ ସହାୟତାରେ ନିଜର ଇଚ୍ଛା ଅନୁସାରେ ଏକ ଖେଳ ଖେଳିବ। ଏହି ଖେଳଟି ବିଭିନ୍ନ ଆଞ୍ଚଳିକ ତଥା ପାରମ୍ପାରିକ ଖେଳ ଯେପରି ଅନ୍ଧ ପୁଟୁଳି, ରୁମାଲ ଚୋରି, ଚୋର ପୁଲିସ, କିତ୍‍ କିତ୍‍, ନଟୁ, ପୁଚି, ଛକି ଶୂନ, ଦଉଡି ଡିଆଁ , ଲୁଡୋ, କ୍ୟାରମ ଇତ୍ୟାଦି ମଧ୍ୟରୁ ଗୋଟିଏ ହୋଇଥିବା ଉଚିତ । ଏହାଛଡା କଉଡି, ମଞ୍ଜି, ଗୋଡି ଆଦି ଦ୍ୱାରା ଖେଳା ଯାଉଥିବା ଖେଳ ମଧ୍ୟ ଖେଳି ପାରିବ । ତଥାପି ବିଭିନ୍ନ ଖେଳର ତାଲିକା “ଶିକ୍ଷା ସଂଯୋଗ” ରେ ଯିଆଯାଇଛି । ସୁବିଧା ଥିଲେ କ୍ରିକେଟ ବା ଟେନିସ ମଧ୍ୟ ଖେଳିପାରିବେ ।

ସୂଚନା :

ଏହି କାର୍ଯ୍ୟକ୍ରମରେ ତୁମ୍ଭମାନଙ୍କୁ ନିଜ ଇଚ୍ଛାରେ ପରିବାର ସହ ଗୋଟିଏ ଖେଳ ଖେଳିବାକୁ ପଡିବ ।

ତୁମ୍ଭେମାନେ ବହୁତ ସୁନ୍ଦର ଭାବେ ଖେଳଟି ଖେଳିବ ଓ ଏହାର ନାମ ଗୋଟିଏ ବୋର୍ଡରେ ଲେଖି ପରିବାର ସହ ଖେଳୁଥିବା ସମୟର ଫଟୋ ଓ ଭିଡିଓ ଉଠାଇ ଗ୍ରୁପରେ ପଠାଇବ ।  

ତୁମ୍ଭେମାନେ ବହୁତ ଆଗ୍ରହର ସହ ଓ ସୁନ୍ଦର ଭାବେ

ଦତ୍ତ କାର୍ଯ୍ୟଗୁଡିକୁ କରିବ ବୋଲି ଆମର ଆଶା ।

ତଥାପି ତୁମକୁ ଶିକ୍ଷକ ଶିକ୍ଷିକାଗଣ ଉପଯୁକ୍ତ ସୂଚନା ପ୍ରଦାନ କରିବେ ।

Sikhya Sanjog Khordha
Sikhya Sanjog Khordha
Sikhya Sanjog Khordha
Sikhya Sanjog Khordha

Download Page 1

Download Page 2


ପାରମ୍ପାରିକ ଖେଳକୁ ନେଇ କିଛି ଭିଡିଓ ମଧ୍ୟ ଦେଖିପାରିବେ ।  





 


Section 3: Virtual Live Class

Introduction (For Section 3):

Traditional Class where teachers & Students are present to do normal class. No other Alternate Class or Virtual Class or Online Class or Anything Else can replace Traditional Normal Class. But in War like Situation or in any Epidemic or Pandemic or Corona Crisis There should be a provision of Virtual Class for Alternate Solution We have two Type of Students (i) Students have Internet Facility, (ii) Students have No Internet Facility. Let us see what is for whom.

There are three approach for Online Virtual Class (Students have Internet Facility) (i) By Video Conference (Facilities are: Audio, Video, Chatting, Screen Sharing all are in Real Time) (ii) By Webinar Meeting (Facilities are: Can available in Real Time Mode and Scheduled Time Mode Also) (iii) By Online White Board (Facilities are: No Audio, Video. But Simulate Class Room Black Board in Real Time)

There are three approach for Offline Virtual Class (Students have No Internet Facility) (i) Printed Study Material, Recorded Study Material(CD, DVD) (ii) Education-Self-Help-Group (Group of Students, Teachers & Parents for Education & Skill) (iii) Radio, TV

Section 3a: Virtual Live Class
(For Students having Internet Facility)


  • Instruction 1 (For Section 3a): 
    • ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ପୁର୍ବରୁ ନିମ୍ନଲିଖିତ କାମ ସାରି ଦିଅନ୍ତୁ।
      (୧)  Self Study ପାଇଁ ଦିଆଯାଇଥିବା Study Material ସମ୍ପୂର୍ଣ୍ଣ ରୂପେ ଯେତିକି ପାରିବେ ସେତିକି ବୁଝନ୍ତୁ । ନ ବୁଝିବା କଥା ଚିହ୍ନିତ କରି ରଖନ୍ତୁ ଓ ନିଜ ନିଜ  ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ପଠାନ୍ତୁ ।

      (୨) ଶିକ୍ଷକ/ଶିକ୍ଷୟତ୍ରୀମାନେ ସମସ୍ତ ଛାତ୍ର/ଛାତ୍ରୀଙ୍କ ଠାରୁ ପାଇଥିବା ଓ ନ ପାଇଥିବା ଉଭୟ ପ୍ରତିକ୍ରିୟାକୁ ଧ୍ୟାନରେ ରଖି “Live Class” ପାଇଁ ପ୍ରସ୍ତୁତ ହୁଅନ୍ତୁ । ମନେ ରଖନ୍ତୁ  ଛାତ୍ର/ଛାତ୍ରୀମାନେ ନ ବୁଝିଲେ ମଧ୍ୟ ସେକଥା ଆପଣ ମାନଙ୍କୁ ନ ଜଣେଇ ପାରନ୍ତି। ମୁଖ୍ୟ କଥା ହେଲା ଆପଣମାନେ ସବୁ କଥାକୁ ପ୍ରସ୍ତୁତ ହେବେ କିନ୍ତୁ  ଛାତ୍ର/ଛାତ୍ରୀଙ୍କ ଠାରୁ ପାଇଥିବା  “Self Study”ର ପ୍ରତିକ୍ରିୟା ଉପରେ ଅଧିକ ଧ୍ୟାନ ଦେବେ

      (୩) Video Conference, Webinar, White Board, Whatsapp ETC ର ସୁବିଧା ନେବା ପାଇଁ ନିଜର ଅଲଗା Email ID ଓ Password କରିବାକୁ ପଡିବ। କେବଳ Gmail.com ରେ ହିଁ Email ID  କରନ୍ତୁ । ଅଲଗା ସୁରକ୍ଷିତ ଜାଗରେ ଏହାକୁ ଲେଖିକି ରଖନ୍ତୁ ।  
  • Instruction 2 (For Section 3a): 
    • ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ସମୟରେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ।
      (୧) ନିଜ ନିଜ କମ୍ପ୍ୟୁଟର/ ଲାପଟପ/ ମୋବାଇଲ ଏକ ଫୁଟ ଦୂରରେ ରଖି ପାଠ ପଢନ୍ତୁ ।

      (୨) କମ୍ପ୍ୟୁଟର/ ଲାପଟପ/ ମୋବାଇଲ ରେ ଆଖିକୁ ରକ୍ଷା କରିବା ପାଇଁ ଉପକରଣ ଲଗାନ୍ତୁ । 

      (୩) ୱାଇର-ଲେସ ହେଡ ଫୋନ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ମୋବାଇଲ ବ୍ୟବହାର କରୁଥିଲେ ଚାର୍ଜ ଅଛି କି ନାହିଁ ଲକ୍ଷ୍ୟ ରଖନ୍ତୁ ।

      (୪) ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଠାରୁ ପାଇଥିବା ସବୁ କିଛି ଫୋଟ ଓ ଫାଇଲ ଡାଉନଲୋଡ କରି ପେନ ଡ୍ରାଇଭରେ ଅଲଗା ଅଲଗା ଫୋଲଡେରରେ (କିପରି କରିବ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାର) ସାଇତି କରି ରଖ ।

      (୫) ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ ସେମାନେ ନିଜର ପ୍ରଶ୍ନ ବା ଡାଉଟ, ଉତ୍ତର ଖାତା, ହୋମୱାର୍କ ଇତ୍ୟାଦି ଠିକ ସମୟରେ ନିଜ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାଅ।

      (୬) “Live Class” ସମୟରେ ପାଠ ବିଷୟ ବସ୍ତୁ ଛଡା ଅନ୍ୟ ବିଷୟ ଆଲୋଚନା କେହି କରନ୍ତୁ ନାହିଁ ।
      (୭) “Live Class” ସମୟରେ କେହି ଛାତ୍ର/ଛାତ୍ରୀ ଯଦି କୌଣସି ସମସ୍ୟାର ସମ୍ମୁଖିନ ହୁଅନ୍ତି ତେବେ ନିଜ ନିଜ  ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ତାହା ଜଣାଇବେ ।
  • Instruction 3 (For Section 3a): 
    • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ “Live Class” କରିବା ସମୟରେ ଏଠି ଆଲୋଚିତ ସମସ୍ତ ବିଷୟ ଭଲଭାବରେ ପ୍ରଥମେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
    • ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
    • ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
    • ପୁଣିଥରେ Live Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପୁଣିଥରେ ପଚାରି ନିଜ ସନ୍ଦେହ ଦୂର କରିବେ ।
    • ଯେଉଁ ପର୍ଯ୍ୟନ୍ତ ପୁରା ବିଷୟ ବସ୍ତୁ ନିଜ ଆୟତ୍ତକୁ ନ ଆସିଛି, ସେ ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତୁ ନାହିଁ । 

USE ANY ONE OF THE FOLLOWING TOOL FOR "VIDEO CONFERENCE  BASED ONLINE VIRTUAL LIVE CLASS or CONFERENCE or SEMINAR or MEETING" AS PAR YOUR CONVENIENCE.

Video Conference Applications How to use it Note
Google Meet How to use Google Meet
Jio Meet How to use Jio Meet
Jitsi Meet 1 Jitsi Meet 2 How to use Jitsi Meet
Cisco WebEx How to use Cisco WebEx

Webinar Applications How to use it Note
Webinar Press How to use Webinar Press

Online White Board How to use it Note
Google Jamboard How to use Google Jamboard Note 

    • Use of Whatsapp 

Host (eg. Teachers) and Participants (eg. Students) can use available Whatsapp Number
(- - - - - - - - - -) to communicate each other and to sharing files, notes, images regarding online class subject. This is for Communication.

How to Use WhatsApp


ଶିକ୍ଷା ସଂଯୋଗ ଖୋର୍ଦ୍ଧା

...
Click "How to use it" or "Guideline" Tag to Get all "How to ......" Articles.
Thank you for being with us.
..

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *