Suravi Digital Class
Suravi Digital Class

Concept of SDC Based Meeting

(for Training, Management, Marketing and many more Benefits)

Concept of SDC Based Meeting (for Training, Management, Marketing and many more Benefits)

Currently please read this article on the basis of Suravi Digital Class (Because this is the primary concept)

Suravi Digital Class propose this Concept of Article Based Online Class. We request you all that please read all points in detail and try to understand why this is so important for a successful, complete, competent & efficient  online class.


Different Sections

  • Section 1: Introduction
    • Article Name Plate
    • Article Introduction
    • All Articles of this Chapter
    • All Other Sections (From 2 to 5) with their Status
  • Section 2: Study material
    • Original Content from Text Book
    • Detail Study (Text & Image)
    • Detail Study (Slide, Animation ETC)
    • Detail Study (Audio & Video)
    • Extra Resource Links
    • Get Print out (For Offline Students)
    • Get CD & DVD (For Offline Students)
  • Section 3: Live Class
    • Video Conference Method
    • Webinar Method
    • White Board Method
    • Whatsapp Methods
    • CD, DVD, Radio, TV Method (For Offline Students)
    • Self Help Group (For Offline Students)
    • Door to Door Service (For Offline Students)
  • Section 4: Skill Development
    • Word Power
    • Points to Remember
    • Tips & Tricks
    • Extra Interest
    • DIY, Practical, Experiments.
    • Think about it.
    • Extra Resource Links
    • Summary
  • Section 5: Exam & Certificate
    • Mock Test
    • Weekly Exam
    • Monthly Exam
    • Quarterly Exam
    • Annual Exam
    • Result & Certificate

Purpose of Different Sections

  • Section 1: Introduction (For both Offline & Online Study)

In this section one can find out followings Items. They are for Introduction purpose.

    • Article Name Plate:
      It has position & belonging to it’s parent content.
    • Article Introduction:
      It describe Article Introduction
    • All Articles of this Chapter:
      It shows all other articles in the Parent Chapter.
    • All Other Sections (From 2 to 5) with their Status:
      It shows status of other Sections.
  • Section 2: Study material (For both Offline & Online Study)
    • Original Content from Text Book:
      Original content. Text or Image. But in most case Image mode.
    • Detail Study (Text & Image):
      Detail Study Material. Text or Image. But in most case Image mode.
    • Detail Study (Slide, Animation ETC):
      Detail Study Material. Slide or Animation Mode. It is Optional.
    • Detail Study (Audio & Video):
      Detail Study Material. Audio or Video Mode. Audio is Optional. But Video is Essential.
    • Extra Resource Links:
      Links to Other Website Links for Extra Study.
    • Get Print out (For Offline Students):
      For Online Student it is Optional. But for Offline Students it is Essential.
    • Get CD & DVD (For Offline Students):
      For Online Student it is Optional. But for Offline Students it is Essential.
  • Section 3: Live Class (For Online Students)
    • Video Conference Method:
      Real time Web Based Live Class.
    • Webinar Method:
      Real time / Scheduled Time Web Based Live Class.
    • White Board Method:
      Real time Online White Board to simulate Class room Black Board.
    • Whatsapp Methods:
      Most Essential Communication Tool.
    • CD, DVD, Radio, TV Method (For Offline Students):
      THIS IS THE STUDY MATERIAL FOR OFFLINE STUDENTS. This has all Sections (1, 2, 4, 5) except Section 3 (Live Class). But if possible Recorded Video of Section 3 may be included. This is Most Essential for Offline Students for Self Study & Group Study. The Group Study can be achieved by (i) Self Help Group or (ii) Door to Door Service. Special preventive precaution measure should be maintained for Corona Crisis.
    • Self Help Group (For Offline Students):
      They are Teacher’s Group for Offline Student’s for their Group Study. Special preventive precaution measure should be maintained for Corona Crisis.
    • Door to Door Service (For Offline Students):
      These are mechanism for Offline Student’s Group Study. Special preventive precaution measure should be maintained for Corona Crisis.
  • Section 4: Skill Development
    • Word Power:
      For new words, terms, definitions & formulae.
    • Points to Remember:
      For important points to remember.
    • Tips & Tricks:
      For Tips & Tricks.
    • Extra Interest:
      For extra interest of the article.
    • DIY, Practical, Experiments:
      For DIY, Practical, Experiments
    • Think about it:
      For tricky quests & facts
    • Extra Resource Links:
      For Extra Study
    • Summary:
      For Summary
  • Section 5: Exam & Certificate
    • Mock Test
    • Weekly Exam
    • Monthly Exam
    • Quarterly Exam
    • Annual Exam
    • Result & Certificate

A Sample Article BASED ON

“Article Based Online Class Concept”

  • Section 1: Introduction
    • Article Name Plate
    • Board: Odisha HSC Board (B.S.E. Odisha)
    • Main Language: ଓଡିଆ Odia
    • Class: ଦଶମ ଶ୍ରେଣୀ Tenth Class
    • Subject: ଜୀବବିଜ୍ଞାନ Life Science
    • Book: ସରକରୀ ବହି Govt Text Book
    • Chapter: Ch-1, ପୋଷଣ Nutrition
    • Article: Article 1.3: ଆଲୋକଶ୍ଳେଷଣ Photosynthesis
    • Article Introduction
      • ଆଲୋକଶ୍ଳେଷଣ (Photosynthesis) ଏମିତି ଏକ ଜୈବ ରାସୟ୍ଟନିକ ପକ୍ରିୟା ଯାହାକି ଉଦ୍ଭିଦ ଜଗତକୁ ପ୍ରାଣୀ ଜଗତ ଠାରୁ ଅଲଗା କରିଥାଏ ।
      • ଏହି ପ୍ରକିୟା ଯୋଗୁଁ ଉଦ୍ଭିଦ ଜଗତ ନିଜେ ଖାଦ୍ୟ ଉତ୍ପାଦନ କରିପାରନ୍ତି । କିନ୍ତୁ ଏହାର ଅଭାବରେ ପ୍ରାଣୀ ଜଗତ ନିଜେ କିଛି ଖାଦ୍ୟ ଉତ୍ପାଦନ କରିପାରେନାହିଁ । ସେଥିପାଇଁ ପ୍ରାଣୀ ଜଗତ ଉଦ୍ଭିଦ ଜଗତ ଉପରେ ଖାଦ୍ୟପାଇଁ ନିର୍ଭରଶୀଳ ।
      • ଭାବି ଦେଖତ ଯଦି ପ୍ରାଣୀ ଶରୀରରେ ମଧ୍ୟ ଉଦ୍ଭିତ ଜଗତ ଭଳି ଖାଦ୍ୟ ଉତ୍ପାଦନ ହେଉଥାନ୍ତା ତେବେ କଣ ହୋଇଥାନ୍ତା ।
      • ତଥାପି ବୈଜ୍ଞାନିକମାନେ ଯଦି ବିନା ଉଦ୍ଭିଦରେ ପରୀକ୍ଷାଗାରରେ କୃତିମଭାବେ ଆଲୋକଶ୍ଳେଷଣ (Photosynthesis) କରିବାର କୌଶଳ ହାସଲ କରନ୍ତି ତେବେ ଦୁଇଟି ସମସ୍ୟାର (ଇନ୍ଧନ ସମସ୍ୟା ଓ ଖାଦ୍ୟ ସମସ୍ୟା) ବହୁତ କିଛି ସମାଧନ ହୋଇ ଯାଅନ୍ତା ।
    • All Articles of this Chapter
      • Article 1:
      • Article 2:
      • ………..
      • Last Article:
      • Chapter at a Glance (Super Article):
    • All Other Sections (From 2 to 5) with their Status
      • Section 2- Study Materials: Have
      • Section 3- Live Class : Have
      • Section 4- Skill Development: Have
      • Section 5- Exam & Certificates: Have
  • Section 2: Study material
    • Instruction to proceed : 
      • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ଦିଆ ଯାଇଥିବା ସମସ୍ତ ବିଷୟ ଭଲଭାବରେ ପ୍ରଥମେ ନିଜେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
      • ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
      • ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
      • Live Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାରି ନିଜ ସନ୍ଦେହ ଦୂର କରିବେ । 
    • Original Content from Text Book
      Photosynthesis ଆଲୋକଶ୍ଳେଷଣ
      Photosynthesis ଆଲୋକଶ୍ଳେଷଣ
      Photosynthesis ଆଲୋକଶ୍ଳେଷଣ
      Photosynthesis ଆଲୋକଶ୍ଳେଷଣ
      Photosynthesis ଆଲୋକଶ୍ଳେଷଣ
      Photosynthesis ଆଲୋକଶ୍ଳେଷଣ
      Photosynthesis ଆଲୋକଶ୍ଳେଷଣ
      Photosynthesis ଆଲୋକଶ୍ଳେଷଣ
    • Detail Study (Text & Image)

      We are thankful to Source of this below Explanation

      Home science Photosynthesis in odia (ଆଲୋକଶ୍ଳେଷଣ)

      Photosynthesis in odia (ଆଲୋକଶ୍ଳେଷଣ)

      (We are thankful to Jayanta Kumar April 06, 2019)

       

      Photosynthesis ଆଲୋକଶ୍ଳେଷଣ
      Photosynthesis ଆଲୋକଶ୍ଳେଷଣ

      ଆଲୋକଶ୍ଳେଷଣ ଦ୍ୱାରା ଉଦ୍ଭିଦମାନେ ବାୟୁମଣ୍ଡଳକୁ ଅମ୍ଳଜାନ ନିର୍ଗତ କରିଥାନ୍ତି | ସମଗ୍ର ଜୀବଜଗତ ଏହି ପ୍ରକ୍ରିୟାରୁ ପ୍ରସ୍ତୁତ ଖାଦ୍ୟ  ଉପରେ ହିଁ ନିର୍ଭର କରିଥାନ୍ତି | ରବର୍ଟ ହିଲ୍ (Robert hill, 1899-1991) | 1937 ମସିହାରେ ଗବେଷଣା କରି ଦେଖାଇଥିଲେ ଯେ ଆଲୋକଶ୍ଳେଷଣରେ ଗୋଟିଏ ଶର୍କରା ଅଣୁ ପ୍ରସ୍ତୁତ କରିବା ପାଇଁ ୬ଟି ଅଙ୍ଗାରକାମ୍ଳ (CO2) ଓ ୧୨ଟି ଜଳଅଣୁ (H2O) ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟିଥାଏ | ଫଳରେ ଶର୍କରା (C6H12O6) ଅଣୁ ସହିତ ୬ଟି ଜଳଅଣୁ (H2O) ଓ ୬ଟି ଅମ୍ଳଜାନ (O2) ଅଣୁ ପ୍ରସ୍ତୁତ ହୋଇଥାଏ | 

      ଏହି ପ୍ରତିକ୍ରିୟାର ସମୀକରଣ ହେଉଛି :

      6CO2+12H2O+(ଆଲୋକଶକ୍ତି/ହରିତଲବକ)—–> C2H12O6+6H2O+6O2

      1905 ରେ ଇଂଲଣ୍ଡର ବୈଜ୍ଞାନିକ ବ୍ଲାକମ୍ୟାନ (F.F. Blakman, 1966-1947) ଆଲୋକଶ୍ଳେଷଣକୁ ମୁଖ୍ୟତଃ  ଦୁଇଟି ପ୍ରକ୍ରିୟାରେ ବିଭକ୍ତ କରିଥିଲେ; ଯଥା-

      ଆଲୋକ ପ୍ରକ୍ରିୟା (Light reaction) ବା ଆଲୋକ ରାସାୟନିକ ପ୍ରକ୍ରିୟା (Photochemical reaction) ଏବଂ ଅନ୍ଧକାର ପ୍ରକ୍ରିୟା (Dark reaction) ବା ଜୈବ ରାସାୟନିକ ପ୍ରକ୍ରିୟା (Biochemical reaction).

      ଏହି ଦୁଇଟି ପ୍ରକ୍ରିୟା ପତ୍ରରେ ଥିବା ହରିତଲବକ (Chloroplast) ରେ ହୋଇଥାଏ | କ୍ଲୋରପ୍ଲାଷ୍ଟ୍ ଭିତରେ ଅନେକ ଗୁଡିଏ ଛୋଟ ଛୋଟ ଓ ଚେପଟା ଟଙ୍କାଆକୃତିର ଥାଇଲାକଏଡ୍ (Thylakoid) ପରସ୍ପର ଉପରେ ଥାକ ଥାକ ହୋଇ ରହିଥାନ୍ତି |ଏହି ଥାଇଲାକଏଡ୍ ଥାକଗୁଡିକୁ ଗ୍ରାନା (Grana)  କୁହାଯାଏ | ଥାକଗୁଡିକ ମଧ୍ୟ ପରସ୍ପର ସହିତ ସରୁ କୋଷଝିଲ୍ଲୀ ଭଳି ପଦାର୍ଥ ଦ୍ୱାରା ଯୋଡିହୋଇ ରହିଥାନ୍ତି | କ୍ଲୋରପ୍ଲାଷ୍ଟରେ ଥିବା ଜେଲ୍ (ମୋଟା ତରଳ ରସ) ପରି ଦ୍ରବ ବା ରସକୁ ଷ୍ଟ୍ରମା (Stroma) କୁହାଯାଏ | ଆଲୋକ ଶ୍ଳେଷଣରେ ଆଲୋକ ପ୍ରକ୍ରିୟା ଥାଇଲାକଏଡ ଝିଲ୍ଲୀରେ ଓ ଅନ୍ଧକାର ପ୍ରକ୍ରିୟା କ୍ଲୋରପ୍ଲାଷ୍ଟର ଷ୍ଟ୍ରମାରେ ସମ୍ପାଦିତ ହୋଇଥାଏ | ପ୍ରତ୍ୟେକ ଥାଇଲାକଏଡରେ ଥିବା ଝିଲ୍ଲୀରେ କ୍ଲୋରୋଫିଲ୍ ଓ ଅନ୍ୟାନ୍ୟ ଆଲୋକ ଶୋଷଣ କରିପାରୁଥିବା ଅଣୁ ରହିଥାନ୍ତି |

      ୧. ଆଲୋକ ପ୍ରକ୍ରିୟା (Light reaction):

      Simple_photosynthesis_overview
      Simple_photosynthesis_overview

      ଏହି ପ୍ରକ୍ରିୟା ପାଇଁ କ୍ଲୋରୋଫିଲ୍ ଆଲୋକ ଆବଶ୍ୟକ | କ୍ଲୋରୋଫିଲ୍ ଅଣୁଗୁଡିକ ଦୃଶ୍ୟମାନ ଆଲୋକରଶ୍ମି (Visible rays) କୁ ଶୋଷଣ କରି ଶକ୍ତିପ୍ରବାହ ଜରିଆରେ ଏକ କ୍ଲୋରୋଫିଲ୍ ଅଣୁକୁ ଅଧିକ ଶକ୍ତିସମ୍ପନ୍ନ କରି ଏଥିରେ ଉତ୍ତେଜନା(Excitation) ସୃଷ୍ଟି କରିଥାନ୍ତି | ଏହି ଉତ୍ତେଜିତ କ୍ଲୋରୋଫିଲରୁ ଏକ ଇଲେକଟ୍ରନ୍ ବାହାରି ଥାଇଲାକଏଡ୍ ଝିଲ୍ଲୀରେ ପ୍ରବାହ କରିବା ଦ୍ୱାରା ଥାଇଲାକଏଡ୍ ଭିତରକୁ ଉଦଜାନ ଆୟନ୍ ପ୍ରବାହିତ ହୋଇଥାଏ | ପରିଶେଷରେ ଏହା ଏକ ନିମ୍ନଶକ୍ତି ସଂପନ୍ନ ଜାରିତ (Oxidized) ନିକୋଟିନାମାଇଡ୍ ଆଡେନାଇନ୍ ଡାଇନିଉକ୍ଲିଓଟାଇଡ୍ ଫସଫେଟ୍ (Nikatinamide Adenine Dinucleotide Phosphate-NADP) ନାମକ ଏକ ସହକାରକରେ ପହଞ୍ଚି ଏହାକୁ ବିଜାରିତ (NADPH) କରିଥାଏ | ଫଳରେ ନିମ୍ନ ଶକ୍ତିସମ୍ପନ୍ନ NADP ଉଚ୍ଚ ଶକ୍ତିସମ୍ପନ୍ନ NADPH ରୂପକ ରାସାୟନିକ ଶକ୍ତିରେ ପରିଣତ ହୋଇଥାଏ | ସେହିପରି ଇଲେକ୍ଟ୍ରନ୍ ପ୍ରବାହ ସମୟରେ ଥାଇଲାକଏଡ୍ ଭିତରକୁ ପ୍ରବାହିତ ଉଦଜାନ୍ ଥାଇଲାକଏଡରୁ ବାହାରିଥାଏ | ଫଳରେ ଥାଇଲାକଏଡ୍ ଝିଲ୍ଲୀରେ ଥିବା ଏଟିପିଏଜ୍ ଏନଜାଇମ୍ ଦ୍ୱାର ଏକ ନିମ୍ନ ଶକ୍ତିସମ୍ପନ୍ନ ଆଡେନୋସାଇନ୍ ଡାଇଫସଫେଟ୍ (Adenosine Diphosphate-ADP) ଏକ ଉଚ୍ଚ ଶକ୍ତିସମ୍ପନ୍ନ ATP (Adenosine Triphosphate) ରେ ପରିଣତ ହୋଇଥାଏ | ଉଭୟ ATP ଓ NADPH ମିଶି ଆଲୋକଶ୍ଳେଷଣ ଶକ୍ତି (Assimilatory power) ଗଠନ କରନ୍ତି | ଏହା ଅନ୍ଧକାର ପ୍ରକ୍ରିୟାରେ ସଂଘଟିତ ରାସାୟନିକ ପ୍ରକ୍ରିୟାରେ ବ୍ୟବହୃତ ହୋଇ ପୁନଶ୍ଚ NADP+ ଓ ADP ରେ ପରିଣତ ହୁଏ | ଇଲେକଟ୍ରନ୍ ଦେଇଥିବା ବିଜାରିତ କ୍ଲୋରୋଫିଲ୍ ଅଣୁଟି ତାର ସ୍ଥିତାବସ୍ଥା (Ground state) କୁ ଫେରିବା ପାଇଁ ଏକ ଇଲେକଟ୍ରନ୍ ଦରକାର କରିଥାଏ | ଏହି ଇଲେକଟ୍ରନ୍ ଜଳ ଅଣୁ (H-OH) ବିଘଟନ ଦ୍ୱାରା ମିଳିଥାଏ ଓ ଏହି ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ ହୋଇଥାଏ |

      ୨.ଅନ୍ଧକାର ପ୍ରକ୍ରିୟା (Dark reaction)

      Chloroplast_structure
      Chloroplast_structure

      ଅନ୍ଧକାର ପ୍ରକ୍ରିୟାକୁ ଏନଜାଇମ୍ ପ୍ରକ୍ରିୟା ମଧ୍ୟ କୁହାଯାଏ | ମେଲଭିନ୍ କେଲଭିନ୍ (Malvin calvin) ଏହି ପ୍ରକ୍ରିୟାକୁ ଆବିଷ୍କାର କରିଥିବାରୁ ଏହାକୁ କେଲଭିନ୍ ଚକ୍ର ମଧ୍ୟ କୁହାଯାଏ | ଆଲୋକ ପ୍ରକ୍ରିୟାରେ ଗଠିତ ଆଲୋକଶ୍ଳେଷଣ ଶକ୍ତି, ଅନ୍ଧକାର ପ୍ରକ୍ରିୟାରେ ବ୍ୟବହୃତ ହୋଇ CO2 କୁ ଗ୍ଲୁକୋଜ (Glucose) ରୂପକ ଶର୍କରାରେ ପରିଣତ କରେ | ଏଥିପାଇଁ ଅନ୍ଧକାର ପ୍ରକ୍ରିୟା ଆଲୋକ ପ୍ରକ୍ରିୟାର କିଛି ସମୟ ପରେ ଆରମ୍ଭ ହୋଇଥାଏ ଓ ତାପରେ ଆଲୋକ ପ୍ରକ୍ରିୟା ସହିତ ଚାଲିଥାଏ | ଏହି ପ୍ରକ୍ରିୟାରେ ଅନେକଗୁଡିଏ ଏନଜାଇମ୍ ଅଂଶଗ୍ରହଣ କରିଥାନ୍ତି | ବିପାଚକ ବା ସନ୍ତ୍ୱରକ ବା ଏଅନଜାଇମ୍ (Enzyme) ହେଉଛି ଏକ ଜୈବତ୍ୱରକ (Biocatalyst) | ଏହା ବିଭିନ୍ନ ପ୍ରକ୍ରିୟାକୁ ପ୍ରବାହିତ କରେ କିନ୍ତୁ ନିଜେ ପରିବର୍ତ୍ତିତ ହୋଇନଥାଏ | ସେମାନଙ୍କ ମଧ୍ୟରେ ରୁବିସ୍କୋ (rubisco) ନାମକ ଏନଜାଇମ୍ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ | ରୁବିସ୍କୋ ସାହାର୍ଯ୍ୟରେ ସର୍ବପ୍ରଥମେ CO2 ଜୈବପଦର୍ଥରେ ବିବନ୍ଧିତ ହୋଇ କ୍ରମଶଃ ଗ୍ଲୁକୋଜରେ ପରିଣତ ହୁଏ | ପରବର୍ତ୍ତୀ ସମୟରେ ଗ୍ଲୁକୋଜ୍ ପତ୍ରର ସ୍ପଞ୍ଜି ପାରେନକାଇମା (Spongy parenchyma) ମଣ୍ଡଦରେ ପରିଣତ ହୋଇ ଗଚ୍ଛିତ ହୋଇ ରହେ | ଆବଶ୍ୟକତା ଅନୁସାରେ ଏହା ପୁନର୍ବାର ଶର୍କରାରେ ପରିଣତ ହୋଇ ଫ୍ଲୋଏମ୍ (Phloem) ଦ୍ୱାରା ଉଦ୍ଭିଦର ବିଭିନ୍ନ ଅଂଶକୁ ପ୍ରବାହିତ ହୁଏ |

      ଅନ୍ଧକାର ପ୍ରକ୍ରିୟା ପାଇଁ ଶକ୍ତିର ଆବଶ୍ୟକାତା ଥିବାରୁ ଏହା ଆଲୋକ ପ୍ରକ୍ରିୟା ସହିତ ପ୍ରାୟତଃ ସମଗତିରେ ଚାଲିଥାଏ | ସେଥିପାଇଁ ସୂର୍ଯ୍ୟାଲୋକର ଅଭାବରେ ଆଲୋକ ପ୍ରକ୍ରିୟା ବନ୍ଦ ହୋଇଯିବାର ମାତ୍ର କିଛି ସମୟ ପରେ ଅନ୍ଧକାର ପ୍ରକ୍ରିୟା ଆପେ ଆପେ ବନ୍ଦ ହୋଇଯାଏ | କିନ୍ତୁ କେତେକ ମରୁଉଦ୍ଭିଦରେ ଏହାର ବ୍ୟତିକ୍ରମ ଦେଖାଯାଇଥାଏ | ଏହି ଉଦ୍ଭିଦମାନେ ରାତିରେ ପତ୍ରର ସ୍ତୋମ ବା ଷ୍ଟୋମାଟ (Stomata)  ଖୋଲାରଖି ବାୟୁମଣ୍ଡଳରୁ CO2 ଗ୍ରହଣ କରିଥାନ୍ତି ଓ ପତ୍ରର କୋଷମାନଙ୍କ ମଧ୍ୟରେ ଏହାକୁ ଜୈବିକ ପଦାର୍ଥ ଆକାରରେ ଗଚ୍ଛିତ କରି ରଖିଥାନ୍ତି | ଦିନ ସମୟରେ ସୂର୍ଯ୍ୟାଲୋକ ଥିଲେ ମଧ୍ୟ ଜଳ ସଂରକ୍ଷଣ ପାଇଁ ଏହି ଉଦ୍ଭିଦମାନେ ଷ୍ଟୋମାଟା ବନ୍ଦ ରଖିଥାନ୍ତି | କିନ୍ତୁ ଆଲୋକ ପ୍ରକ୍ରିୟାରେ ରାସାୟନିକ ଶକ୍ତି ତିଆରି ହେଲାପରେ ଗଚ୍ଛିତ ଜୈବପଦାର୍ଥରୁ CO2 ବାହାର କରି ଜ୍ଲୁକୋଜ ପ୍ରସ୍ତୁତ କରିଥାନ୍ତି |

      ଆଲୋକଶ୍ଳେଷଣରେ ଆଲୋକ ଶକ୍ତି ଶୋଷଣଠାରୁ ଆରମ୍ଭ କରି ଶର୍କରା ପ୍ରସ୍ତୁତି ପର୍ଯ୍ୟନ୍ତ ରାସାୟନିକ ପ୍ରକ୍ରିୟା ଚାରୋଟି ସୋପାନରେ ହୋଇଥାଏ, ଯଥା-

      ୧) ହରିତଲବକରେ ଥିବା କ୍ଲୋରୋଫିଲ୍ ଦ୍ୱାରା ଆଲୋକ ଶୋଷଣ ଓ ତଜ୍ଜନିତ ଇଲେକଟ୍ରନ୍ ଉତକ୍ଷେପଣ |

      ୨)ଇଲେକଟ୍ରନ୍ ପ୍ରବାହଦ୍ୱାରା ଆଲୋକ ଶକ୍ତିର ରାସାୟନିକ ଶକ୍ତିରେ ପରିବର୍ତ୍ତନ |

      ୩. ଜଳଅଣୁର ବିଘଟନ (Hydrolysis) ଘଟି ଉଦଜାନ ଆୟନ ଓ ଅମ୍ଳଜାନର ସୃଷ୍ଟି |

      ୪) ରାସାୟନିକ ଶକ୍ତି ବ୍ୟବହୃତ ହୋଇ CO2 ର ଶର୍କରାରେ ପରିଣତ |

      (We are again thankful to Jayanta Kumar April 06, 2019)

       

    • Detail Study (Slide, Animation ETC)
    • Detail Study (Audio & Video)
      1st video out of 5 videos
      2nd video out of 5 videos
      3rd  video out of 5 videos

      4th video out of 5 videos

      5th video out of 5 videos


       

    • Extra Resource Links
      • ଛାତ୍ରଛାତ୍ରୀମାନେ ଯଦି ଅଧିକ କିଛି ଜାଣିବାକୁ ଚାହୁଁଛ ତେବେ ନିମ୍ନରେ ରେ ଦିଆ ଯାଇଥିବା ଲିଙ୍କକୁ କ୍ଳିକ କରି ଦେଖିପାର । 
      • ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖ ।
      • ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖ ।
      • ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାରି ନିଜ ସନ୍ଦେହ ଦୂର କରିବେ ।
      • Photosynthesis in Wikipedia
      • Photosynthesis in Britannica

 

    • Get Print out (For Offline Students)
    • Get CD & DVD (For Offline Students)
  • Section 3: Live Class
    • Instruction 1: 
      • ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ପୁର୍ବରୁ ନିମ୍ନଲିଖିତ କାମ ସାରି ଦିଅନ୍ତୁ।
        (୧)  Self Study ପାଇଁ ଦିଆଯାଇଥିବା Study Material ସମ୍ପୂର୍ଣ୍ଣ ରୂପେ ଯେତିକି ପାରିବେ ସେତିକି ବୁଝନ୍ତୁ । ନ ବୁଝିବା କଥା ଚିହ୍ନିତ କରି ରଖନ୍ତୁ ଓ ନିଜ ନିଜ  ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ପଠାନ୍ତୁ ।
        (୨) ଶିକ୍ଷକ/ଶିକ୍ଷୟତ୍ରୀମାନେ ସମସ୍ତ ଛାତ୍ର/ଛାତ୍ରୀଙ୍କ ଠାରୁ ପାଇଥିବା ଓ ନ ପାଇଥିବା ଉଭୟ ପ୍ରତିକ୍ରିୟାକୁ ଧ୍ୟାନରେ ରଖି “Live Class” ପାଇଁ ପ୍ରସ୍ତୁତ ହୁଅନ୍ତୁ । ମନେ ରଖନ୍ତୁ  ଛାତ୍ର/ଛାତ୍ରୀମାନେ ନ ବୁଝିଲେ ମଧ୍ୟ ସେକଥା ଆପଣ ମାନଙ୍କୁ ନ ଜଣେଇ ପାରନ୍ତି। ମୁଖ୍ୟ କଥା ହେଲା ଆପଣମାନେ ସବୁ କଥାକୁ ପ୍ରସ୍ତୁତ ହେବେ କିନ୍ତୁ  ଛାତ୍ର/ଛାତ୍ରୀଙ୍କ ଠାରୁ ପାଇଥିବା  “Self Study”ର ପ୍ରତିକ୍ରିୟା ଉପରେ ଅଧିକ ଧ୍ୟାନ ଦେବେ
        (୩) Video Conference, Webinar, White Board, Whatsapp ETC ର ସୁବିଧା ନେବା ପାଇଁ ନିଜର ଅଲଗା Email ID ଓ Password କରିବାକୁ ପଡିବ। କେବଳ com ରେ ହିଁ Email ID  କରନ୍ତୁ । ଅଲଗା ସୁରକ୍ଷିତ ଜାଗରେ ଏହାକୁ ଲେଖିକି ରଖନ୍ତୁ ।  
    • Instruction 2 : 
      • ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ସମୟରେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ।
        (୧) ନିଜ ନିଜ କମ୍ପ୍ୟୁଟର/ ଲାପଟପ/ ମୋବାଇଲ ଏକ ଫୁଟ ଦୂରରେ ରଖି ପାଠ ପଢନ୍ତୁ ।
        (୨) କମ୍ପ୍ୟୁଟର/ ଲାପଟପ/ ମୋବାଇଲ ରେ ଆଖିକୁ ରକ୍ଷା କରିବା ପାଇଁ ଉପକରଣ ଲଗାନ୍ତୁ । 
        (୩) ୱାଇର-ଲେସ ହେଡ ଫୋନ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ମୋବାଇଲ ବ୍ୟବହାର କରୁଥିଲେ ଚାର୍ଜ ଅଛି କି ନାହିଁ ଲକ୍ଷ୍ୟ ରଖନ୍ତୁ ।
        (୪) ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଠାରୁ ପାଇଥିବା ସବୁ କିଛି ଫୋଟ ଓ ଫାଇଲ ଡାଉନଲୋଡ କରି ପେନ ଡ୍ରାଇଭରେ ଅଲଗା ଅଲଗା ଫୋଲଡେରରେ (କିପରି କରିବ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାର) ସାଇତି କରି ରଖ ।
        (୫) ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ ସେମାନେ ନିଜର ପ୍ରଶ୍ନ ବା ଡାଉଟ, ଉତ୍ତର ଖାତା, ହୋମୱାର୍କ ଇତ୍ୟାଦି ଠିକ ସମୟରେ ନିଜ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାଅ।
        (୬) “Live Class” ସମୟରେ ପାଠ ବିଷୟ ବସ୍ତୁ ଛଡା ଅନ୍ୟ ବିଷୟ ଆଲୋଚନା କେହି କରନ୍ତୁ ନାହିଁ । (୭) “Live Class” ସମୟରେ କେହି ଛାତ୍ର/ଛାତ୍ରୀ ଯଦି କୌଣସି ସମସ୍ୟାର ସମ୍ମୁଖିନ ହୁଅନ୍ତି ତେବେ ନିଜ ନିଜ  ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ତାହା ଜଣାଇବେ ।
    • Instruction 3 : 
      • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ “Live Class” କରିବା ସମୟରେ ଏଠି ଆଲୋଚିତ ସମସ୍ତ ବିଷୟ ଭଲଭାବରେ ପ୍ରଥମେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
      • ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
      • ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
      • ପୁଣିଥରେ Live Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପୁଣିଥରେ ପଚାରି ନିଜ ସନ୍ଦେହ ଦୂର କରିବେ ।
      • ଯେଉଁ ପର୍ଯ୍ୟନ୍ତ ପୁରା ବିଷୟ ବସ୍ତୁ ନିଜ ଆୟତ୍ତକୁ ନ ଆସିଛି, ସେ ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତୁ ନାହିଁ । 
    • Video Conference Method

      Click following Link to Host (For Teachers) or Join (For Students) a Scheduled/ Non-scheduled   Live Video Class on Google Meet.

      Google Meet

      Click Following Link to get guidance for Google Meet Hosting (For Teacher) & Joining (For Student). 

      Google Meet Guideline

       

    • Webinar Method

      Click following Link to Host (For Teachers) or Join (For Students) a Scheduled/ Non-scheduled Live Webinar on Webinar Press

      Webinar Press

      Click Following Link to get guidance for Webinar Press Hosting (For Teacher) & Joining (For Student). 

      Webinar Press Guideline

       

    • White Board Method

Click following Link to Host (For Teachers) or Join (For Students) a Online White Board

Online White Board

Click Following Link to get guidance for Webinar Press Hosting (For Teacher) & Joining (For Student). 

Online White Board Guideline

    • Whatsapp Methods

Teachers and Students can use following given Whatsapp Number to communicate each other and to sharing files, notes, images regarding online class subject. 

    • CD, DVD, Radio, TV Method (For Offline Students)
    • Self Help Group (For Offline Students)
    • Door to Door Service (For Offline Students)
  • Section 4: Skill Development
    • Instruction 1 : 
      • ଏଠି ଦିଆ ଯାଇଥିବା ବିଷୟ ବସ୍ତୁ ଛାତ୍ରଛାତ୍ରୀମାନଙ୍କ ବିଦ୍ୟା, ବୁଦ୍ଧି ଓ ଜ୍ଞାନକୁ ଅଧିକ ଶାଣିତ କରିବ । ସେଥିପାଇଁ ଏହିସବୁ ବିଷୟ ବସ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।  
      • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ଦିଆ ଯାଇଥିବା ସମସ୍ତ ବିଷୟ ଭଲଭାବରେ ପ୍ରଥମେ ନିଜେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
      • ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
      • ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
      • Virtual Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାରି ନିଜ ସନ୍ଦେହ ଦୂର କରିବେ । 
    • Word Power

ଆଲୋଶ୍ଳେଷଣ= Photosynthesis

ସବୁଜକଣା ବା ହରିତଲବକ ବା କ୍ଳୋରୋପ୍ଳାଷ୍ଟ= Chloroplast 

ଶର୍କରା ବା ଗ୍ଳୁକୋଜ = Glucose

( ଆଲୋକ ପ୍ରକ୍ରିୟା = Light reaction )  ବା (ଆଲୋକ ରାସାୟନିକ ପ୍ରକ୍ରିୟା = Photo chemical reaction) 

(ଅନ୍ଧକାର ପ୍ରକ୍ରିୟା = Dark reaction)    ବା (ଜୈବ ରାସାୟନିକ ପ୍ରକ୍ରିୟା = Biochemical reaction)

    • Points to Remember

      ଆଲୋକଶ୍ଳେଷଣର ଏହା ମୂଳ ସୂତ୍ର

      Photosynthesis_equation

       

    • Tips & Tricks
    • Extra Interest

      Photosynthesis_equation
      Photosynthesis_equation

      ଅବଶ୍ୟ ଆଲୋକଶ୍ଳେଷଣର ଏହା ମୂଳ ସୂତ୍ର , ଯାହାଦ୍ୱାରା ଉଦ୍ଭିଦ ଜଗତ ଖାଦ୍ୟ ଉତ୍ପାଦନ କରନ୍ତି ।

      କିନ୍ତୁ ଭାବି ଦେଖତ ଉଦ୍ଭିଦ ଉତ୍ପାଦନ କରୁଥିବା ମୂଳ ଖାଦ୍ୟ ଶର୍କରା ହେଲେ ସୁଦ୍ଧା ଏମିତି କେଉଁ କଥାଟି ହୁଏ ଯାହା ଯୋଗୁଁ କିଛି ଫଳ ମିଠା ହେଲେ କିଛି ଫଳ ପିତା କାହିଁକି ହୁଏ ?

       

    • DIY, Practical, Experiments & Self Skill
      ଏଠି ଦିଆଯାଇଥିବା ଚିତ୍ରଗୁଡିକ ଅଭ୍ୟାସ କର ।
    • Think about it.
    • Extra Resource Links
    • Summary
  • Section 5: Exam & Certificate
    • Instruction 1 : 
      • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ବିଭିନ୍ନ ପ୍ରକାରର ପରୀକ୍ଷାରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ କରନ୍ତୁ ।   
      • ବିନା ସ୍ୱଚ୍ଛତାରେ ବିନା ସାଧୁତାରେ କେହି କେବେ ପ୍ରକୃତ ସଫଳତା ପାଇନାହିଁ ।
      • ପରୀକ୍ଷାର ଉଦ୍ଧେଶ୍ୟ ହେଲା ତମେ ଜାଣ ତମ ଚେଷ୍ଟାରେ ତମେ କେତେ ସଫଳ ହୋଇ ପାରିଛ ।
      • ଏଠି ପରିକ୍ଷାର ଫଳାଫଳ ଯାହ ହେଉନା କାହିଁକି ପ୍ରକୃତ ଜୀବନରେ ସମ୍ମୁଖିନ ହେଉଥିବା ପରୀକ୍ଷା ହେଉଛି ପ୍ରକୃତ ପରୀକ୍ଷା ।
      • ସେଥିପାଇଁ ଯେ ଯେଉଁ ପର୍ଯ୍ୟନ୍ତ ପୁରା ବିଷୟ ବସ୍ତୁ ନିଜ ଆୟତ୍ତକୁ ନ ଆସିଛି, ସେ ପର୍ଯ୍ୟନ୍ତ ବିଶ୍ରାମ ନିଅ ନାହିଁ । ବାରମ୍ବାର ପଢ ବାରମ୍ବାର ପରୀକ୍ଷା ଦିଅ । ପ୍ରକୃତ ପରୀକ୍ଷା ପୁର୍ବରୁ ଏଠି Mock-Test ର ବହୁତ ସୁବିଧା ଅଛି ।ସେ ସବୁର ସୁଯୋଗ ନିଅ ।
      • କିନ୍ତୁ ନିଜକୁ କେବେ ଠକ ନାହିଁ । ନହେଲେ ଜୀବନ ତମକୁ ଠକି ଦେବ । 
    • Mock Test

      After completion of Quiz,

      send screen shot of the result

      to your teacher

      through Whatsapp.

      • 1st Quiz: 
      • 2nd  Quiz: 
    • Weekly Exam
    • Monthly Exam
    • Quarterly Exam
    • Annual Exam
    • Result & Certificate

Thank you for  reading this article of “Concept of SDC Based Meeting (for Training, Management, Marketing and many more Benefits)”.